Jump to content

କାନଫୋଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନଫୋଡ଼
ଉଚ୍ଚାରଣ: Kānaphoṟḍ̠a
কানের ছেঁদা कानकिछेद

ଦେ. ବି. —

ନୋଳି ଆଦି ପିନ୍ଧିବାପାଇଁ କର୍ଣ୍ଣରେ ଫୋଡ଼ା ହୋଇଥିବା ରନ୍ଧ୍ର — The bore or hole made in the lobe of the ear.