କାନଫୋଡ଼ ବୋର ହେବା
ଦେଖଣା
କାନଫୋଡ଼ ବୋର ହେବା —
ଉଚ୍ଚାରଣ: Kānaphoṟḍ̠a bora hebā
কানের ছেদাবুজো যাওয়া
ଦେ. ବି. —
ବହୁଦିନ ଅଳଙ୍କାରପୁନ୍ଧା ବନ୍ଦ ହେବା ଯୋଗୁଁ କାନଫୋଡ଼ ବୁଜି ହୋଇଯିବା —The closing of the bore in the lobe of the ear due to not wearing any ear-ring for a long time.