କାନମଳା ଖାଇବା
ଦେଖଣା
କାନମଳା ଖାଇବା —
ଉଚ୍ଚାରଣ: Kānamaḻā khāibā
কানমলা খাওয়া
ଦେ. କ୍ରି —
୧: ଅନ୍ୟଦ୍ବାରା କର୍ଣ୍ଣମର୍ଦନ ଦଣ୍ଡଲାଭ କରିବା —୧. To be pulled by the ear by another person.
୨: (ଲକ୍ଷଣାର୍ଥ, ଅନ୍ୟଦ୍ବାରା ଅପମାନ ପାଇବା —୨. (figurative) To be grossly insulted by another.