Jump to content

କାନମୁଣ୍ଡା ଆଉଁସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନମୁଣ୍ଡା ଆଉଁସିବା
ଉଚ୍ଚାରଣ: Kānamuṇḍā āuñsibā

ଦେ. କ୍ରି. —

ପ୍ରହାର ବା ଅପମାନ ସହି ତୁନି ହେବା —To take an insult or blow lying down.

(ଯଥା—ଏତକ ଶୁଶି ସେ କାନମୁଣ୍ଡା ଆଉଁସି ଘରକୁ ଗଲେ)