Jump to content

କାନରେ ଆଙ୍ଗୁଳି ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନରେ ଆଙ୍ଗୁଳି ଦେବା
ଉଚ୍ଚାରଣ: Kānare āṅguḻi debā
কানে আঙ্গুল দেওয়া कानमे अङ्गठि देना

ଦେ. କ୍ରି. —

ଅଶ୍ରାବ୍ୟ କଥା ନ ଶୁଣିବାକୁ କାନରେ ଆଙ୍ଗୁଠି ଦେଇ କାନର ଛିଦ୍ରକୁ ବୁଜି ଧରିବା —To stop one's ear- holes not to hear unpleasant talk.