Jump to content

କାନରେ କହିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନରେ କହିବା
ଉଚ୍ଚାରଣ: Kānare kahiba

ଦେ. କ୍ରି —

୧: ଗୁପ୍ତ ବିଷୟ ରୁପ୍ କରି ଅନ୍ୟ ବ୍ୟକ୍ତିର କାନରେ କହିବା — ୧. To whisper secrets to another's ear.

ନୃପ ଜନ୍ନେଜୟ କାନରେ ସେ କହିଲେ କୃଷ୍ଣସିଂହ. ମହାଭାରତ. ଆଦି

୨: ପର ନାମରେ ଚୁଗୁଲି କହିବା — ୨. To backbite another.

ପାଖରେ ଶୁଏ, କାନରେ କହେ, ତା କଥା କି ଅନାସ୍ଥା ହୁଏ ଢଗ