Jump to content

କାନରେ ପଶିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନରେ ପଶିବା
ଉଚ୍ଚାରଣ: Kānare paṡibā
কানে ঢুকা कानमे घुशना

ଦେ. କ୍ରି. —

(କୌଣସି ବିଷୟ ପ୍ରତି) ମନୋଯୋଗ ଆକର୍ଷିତ ହେବା; ମନୋଯୋଗପୂର୍ବକ ଶୁଣା ଯିବା —To be heard with attention.