କାନରେ ବଜାଇ ପାରିବା
ଦେଖଣା
କାନରେ ବଜାଇ ପାରିବା —
ଉଚ୍ଚାରଣ: Kānare bajāi pāribā
ଦେ. କ୍ରି. —
(କୌଣସି ବିଷୟ କୌଣସି ବ୍ୟକ୍ତିଙ୍କୁ) ଜଣାଇବା; କର୍ଣ୍ଣଗୋଚର କରିବା —To bring (a matter) to the ears (of a person).
ସାଆନ୍ତାଣୀଙ୍କ କାନରେ ଦୁଃଖ କଥାଟା ବଜାଇ ସାରିଲା ତେବେ ତ ବସ୍ ଫକୀରମୋହନ ଛମାଣଆଠଗୁଣ୍ଠ