Jump to content

କାନରେ ସୀସା ଢାଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନରେ ସୀସା ଢାଳିବା
ଉଚ୍ଚାରଣ: Kānare sīsā ḍhāḻibā
কানে সীসা ঢ়ালা कान पारा भरना

ଦେ. ବି. —

ପ୍ରାଚୀନ କାଳରେ ଅପରାଧୀକୁ ଦିଆଯିବା ଦଣ୍ଡବିଶେଷ —Akind of cruel punishment given to offenders in ancient days consisting of pouring molten lead into the ear.

[ଦ୍ର—ସୀସା ତରଳା ଯାଇ କାନରେ ଢଳା ହେବାଦ୍ବାରା ଅପରାଧୀ ମରି ୟାଉ ଥିଲା]