Jump to content

କାନାଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନାଡ଼ି
ଉଚ୍ଚାରଣ: Kānāṟḍ̠i
কানাড়ী काहड़ी

ଦେ. ବି. (ସଂ. କର୍ଣ୍ଣାଟୀ) —

ମାନ୍ଦ୍ରାଜ ପ୍ରଦେଶର ମାଳବ ଅଞ୍ଚଳର କଥିତ ଦ୍ରାବିଡ଼ ଭାଷା — The Kanarese language.