Jump to content

କାନିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନିକା
ଉଚ୍ଚାରଣ: Kānikā

ଦେ. ବି —

୧: ଘୃତପକ୍ବ ଖେଚାଡ଼ି — ୧. Spiced boiled rice and pulse.

୨: ମିଶ୍ରିବା କନ୍ଦ ରଖିବା ପାଇଁ ଛୋଟ ମାଟିହାଣ୍ଡି — ୨. A small earthen vessel for keeping sugarcandy (Wilkins)

୩: ଘୃତପକ୍ବ ମହାପ୍ରସାଦ ଖେଚାଡ଼ି — ୩. Spiced boiled rice and pulse offered to a Deity.

୪: ମାଟି କାନ୍ଥରେ ଗୁଡ଼ିବଣା ବା ମାଠିଆ ପୋତା ଯାଇଥିବା ଠଣା —୪. A niche or recess made in a wall by thrusting an earthen pitcher into it.