କାନିକିଆ
ଦେଖଣା
କାନିକିଆ —
ଉଚ୍ଚାରଣ: Kānikiā
ଦେ. ବି —
ଗୋଟିଏ ମାତ୍ର କାନି ବା ଲୁଗା ପିନ୍ଧିଥିବା; ଏକ— କାନିଆଁ; ଏକକାନିକିଆ; ଏକବସ୍ତ୍ର — Wearing one loin-cloth only.