Jump to content

କାନିପଣନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନିପଣନ୍ତ
ଉଚ୍ଚାରଣ: Kānipaṇanta
কাপড়ের খুঁট্ বা আঁচল आँचल

ଦେ. ବି —

ପିନ୍ଧିବା ବସ୍ତ୍ରର ଆଗରେ ଥିବା କାନି — The front end of the loin-cloth.

ଦାନୀ ହୋଇ ଅଳ୍ପ ମାନୀ ହେଲୁ କାନିପଣନ୍ତ ପବନ ଯେତେବେଳେ—କବିସୁର୍ୟ୍ୟ. ସଙ୍ଗୀତ