Jump to content

କାନିରେ ଗଣ୍ଠି ପକାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନିରେ ଗଣ୍ଠି ପକାଇବା
ଉଚ୍ଚାରଣ: Kānire gaṇṭhi pakāibā
আঁচলে গাঁইঠদেওয়া आँचलमे बाधँना

ଦେ. କ୍ରି —

୧: ବାଜିମାରିବା; ଜିଦିମାରିବା — ୧. To lay a wager; to bet.

ଦେଖ, ମୁଁ ରୋଗକୁ କାନିରେ ବାନ୍ଧିନେବି, କବିରାଜେ ଏହା କହ କାନରେ ଟଣ୍ଠି ପକାଇଲେ— ଫକୀରମୋହନ. ଛମାଣଆଠଗୁଣ୍ଠ

୨: ଭବିଷ୍ୟତରେ କୌଣସି କଥାକୁ ସ୍ମରଣ କରିବା ଉଦ୍ଦେ— ଶ୍ୟରେ ସେ କଥାକୁ ଭାବିଲାବେଳେ କାନିରେ ଗୋଟେଏ ଗଣ୍ଠି ପକାଇବା —୨. To tie a knot in a corner of the loin-cloth to be reminded afterwards of a matter on seeing the knot.