Jump to content

କାନିରେ ବାନ୍ଧିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନିରେ ବାନ୍ଧିବା
ଉଚ୍ଚାରଣ: Kānire bāndhibā
আচলে বাঁধা आँचलमे बाँधना

ଦେ. କ୍ରି —

୧: ଆତ୍ମସାତ୍ କରିବା — ୧. To appropriate.

୨: କୌଣସି ବ୍ୟକ୍ତିକୁ ଅତି ସ୍ନେହଯୋଗୁଁ ସବୁବେଳେ ପାଖେ ପାଖେ ରଖିବା —୨. To keep a person tied to one's apron-strings.

୩: କୌଣସି କଥିତ ବିଷୟକୁ ସ୍ମରଣ ରଖିବା — ୩. To remember a matter.