କାନି ଘୋଡ଼ାଇବା
ଦେଖଣା
କାନି ଘୋଡ଼ାଇବା —
ଉଚ୍ଚାରଣ: Kāni ghoṟḍ̠āibā
ଦେ. କ୍ରି —
୧: ଆପଣା ପିନ୍ଧ ଥିବା ଲୁଗାର ଏକପ୍ରାନ୍ତଦ୍ବାରା ଅନ୍ୟକୁ ଆବୃତ କରିବା — ୧. To cover another with one end of one's loin-cloth.
୨: (ଲକ୍ଷଣାର୍ଥ) ଅନ୍ୟକୁ ବିପଦରୁ ନିରାପଦ କରି ରଖିବା — ୨. (figurative) To screen a person from danger.