Jump to content

କାନି ପତେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନି ପତେଇବା
ଉଚ୍ଚାରଣ: Kāni pateibā
আঁচলপাতান आँचल दिखाना

ଦେ. କ୍ରି —

କୌଣସି ପଦାର୍ଥ ନେବା ସକାସେ ପିନ୍ଧା- ଲୁଗାର ଏକପ୍ରାନ୍ତକୁ ବିସ୍ତୃତ କରି ଦେଖାଇବା — To extend one end of one's loin- cloth to receive a thing.