କାନୀନ
ଦେଖଣା
କାନୀନ —
ଉଚ୍ଚାରଣ: Kānīna
(କାନୀନୀ—ସ୍ତ୍ରୀ)
ସଂ. ବି. ପୁଂ (କନ୍ୟା+ଅପତ୍ୟାର୍ଥେ. ଈନ; ନିପାତନସିଦ୍ଧ) —
୧: ଅବିବାହିତା କନ୍ୟାର ଗର୍ଭଜାତ ସନ୍ତାନ — ୧. A son born of a maiden or unmarried girl; son of a virgin.
[ଦ୍ର—ହିନ୍ଦୁସୃତି ଅନୁସାରେ କାନୀନ ସନ୍ତାନ ମଧ୍ୟ ଏକ ଶ୍ରେଣୀର ପୁତ୍ର]
୨: ମୁନି ବ୍ୟାସ —୨. Saga Byāsa.
[ଦ୍ର—ଏ ପରାଶରଙ୍କ ଔରସରେ ଅବିବାହିତା ସତ୍ୟବତୀଙ୍କ ଗର୍ଭରୁ ଜାତ ହୋଇଥିଲେ]
୩: ରାଜା କର୍ଣ୍ଣ —୩. King Karṇṇa
[ଦ୍ର—ଏ ସୂର୍ଯ୍ୟଙ୍କ ଔରସରେ କୁମାରୀ କୁନ୍ତୀଙ୍କ ଗର୍ଭରୁ ଜାତ ହୋଇଥିଲେ]