କାନୁ
ଦେଖଣା
କାନୁ —
ଉଚ୍ଚାରଣ: Kānu
কানু
काह,काहर
ଗ୍ରା. ବି. ପୁଂ. (ସଂ. କୃଷ୍ଣ; ପ୍ରା. କଣ୍ହ) —
୧: କାହ୍ନୁ; ଶ୍ରୀକୃଷ୍ଣ — ୧. One of the pet household names of Srīkṛushṇa.
୨: କଉଡ଼ିଖେଳରେ ଗୋଟିଏ କଉଡ଼ ଚିତି ହୋଌ ପଡ଼ିବା ଦାନ — ୨. The number counted in cowrie play when one of the cowries turns breast upwards.