Jump to content

କାନୁନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନୁନ୍
ଉଚ୍ଚାରଣ: Kānun
কানুন कानुन

ବୈଦେ. ବି. (ଫା. କାନୁନ; ଗ୍ରୀକ୍—କାନୁନ; ତୁଳ. ଈ. କାନୁନ୍=ବିଶିଷ୍ଟ ବିଧି) —

ବିଶେଷ ବିଧି ବା ବ୍ୟବସ୍ଥା — Acanon; a regulation; ordinance.

[ଦ୍ର—ଏ ଶବ୍ଦ ପ୍ରାୟ ଆଇନ୍ ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ ହୁଏ, ବ୍ୟବସ୍ଥାପକ ସଭା ଆଇନ ପାଶ ହୁଏ ଏବଂ ଲାଟ ସାହେବଙ୍କ ଦ୍ବାରା କାନୁନ ପାଶ ହୁଏ]