Jump to content

କାନୁନ୍ଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନୁନ୍ଦା
ଉଚ୍ଚାରଣ: Kānundā
কানুন্দা कानुनदाँ

ବୈଦେ. ବିଣ. (ଫା. କାନୁନ୍ ଦାଁ) —

ଆଇନ୍ କାନୁନ୍ ଜାଣିବା (ବ୍ୟକ୍ତ); ବିଧିଜ୍ଞ — Versed or learned in Law.