Jump to content

କାନେ କାନେ କହିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନେ କାନେ କହିବା
ଉଚ୍ଚାରଣ: Kāne kāne kahibā
কানে কানে কহা कानाबती करना

ଦେ. କ୍ରି —

୧: କୌଣସି ଲୋକକୁ କୌଣସି ବିଷୟରେ ଉପର୍ୟ୍ଯୁପରି ଶିକ୍ଷା ଦେବା ବା ପରାମର୍ଶ ଦେବା —୧. To advise or prompt a person repeatedly.

୨: ଚୂପ୍ କରି କହିବା —୨. To whisper.