Jump to content

କାନ୍ତରାଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ତରାଟ୍
ଉଚ୍ଚାରଣ: Kāntarāṭ
কান্তরাট कनतराट

ବୈଦେ. ବି —

୧: (ଇଂ. କଣ୍ଟ୍ରାକ୍ଟର)—ଯେ ଚୁକ୍ତି ମୁତାବକ କୌଣସି କାର୍ଯ୍ୟ ସମ୍ପାଦନ କରେ — ୧. Contractor.

୨: (ଇଂ. କଣ୍ଟ୍ରାକ୍ଟ)—କୌଣସି କର୍ମ ନିର୍ଦ୍ଦିଷ୍ଟ ମୁଲ୍ୟରେ ସମ୍ପନ୍ନ କରିବା ନିମନ୍ତେ ଚୁକ୍ତି — Contract.

୩: କାନ୍ତରାଟ୍ ବ୍ୟବସାୟ —୩. Contractorship