ଶବ୍ଦାର୍ଥ:
କାନ୍ତଲୋହ — ଉଚ୍ଚାରଣ: Kāntaloha
ସଂ. ବି. (କାନ୍ତ+ଲୋହ) —
ଅୟସ୍କାନ୍ତମଣି; ସ୍ପର୍ଶମଣି — Loadstone (M. V)