Jump to content

କାନ୍ତଲୌହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ତଲୌହ
ଉଚ୍ଚାରଣ: Kāntalauha

ସଂ. ବି. (କାନ୍ତ+ଲୌହ) —

୧: ଢଳା ହୋଇଥିବା ଲୁହା — ୧. Cast iron (M. V)

୨: ଇସ୍ପାତ —୨. Steel (Apte).

୩: ଆୟସ୍କାନ୍ତମଣି (ପ୍ରକୃତିବାଦି) —୩. Loadstone.