କାନ୍ତା
ଦେଖଣା
କାନ୍ତା —
ଉଚ୍ଚାରଣ: Kāntā
ସଂ. ବି. ସ୍ତ୍ରୀ. (କାନ୍ତ+ସ୍ତ୍ରୀ. ଆ) —
୧: ପ୍ରିୟା ସ୍ତ୍ରୀ; ପ୍ରଣୟିନୀ —୧. Sweet-heart.
୨: ଭାର୍ଯ୍ୟା —୨. Wife.
୩: ସୁନ୍ଦରୀ ସ୍ତ୍ରୀ —୩. Beautiful lady.
୪: ପ୍ରିୟଙ୍ଗୁଲତା — ୪. The Priyangu creeper.
୫: ନାଗର ମୁଥା —୫. A fragrant grass and its roots; Cyperus Scariobus.