Jump to content

କାନ୍ତିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ତିକ
ଉଚ୍ଚାରଣ: Kāntika

ସଂ. ବି. (କାନ୍ତି+କୈ ଧାତୁ+କର୍ତ୍ତୃ.ଅ) —

୧: କାନ୍ତଲୌହ —୧. Refined or cast iron.

୨: ଇସ୍ପାତ —୨. Steel.