Jump to content

କାନ୍ତିକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ତିକର
ଉଚ୍ଚାରଣ: Kāntikara
(କାନ୍ତିକରୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କାନ୍ତ+ତୃ ଧାତୁ+କର୍ତ୍ତୃ. ଅ) —

ୟାହା ମନୁଷ୍ୟର ସୌନ୍ଦର୍ୟ୍ୟ ବୃଦ୍ଧି କରେ — Beautifying.