କାନ୍ତିଭୃତ୍
ଦେଖଣା
କାନ୍ତିଭୃତ୍ —
ଉଚ୍ଚାରଣ: Kāntibhrut
ସଂ. ବି. (କାନ୍ତି=ଚନ୍ଦ୍ରକଳାବିଶେଷ+ଭୃ ଧାତୁ=ଧରିବା +କର୍ତ୍ତୃ. କ୍ବିପ୍) —
ଚନ୍ଦ୍ର —The moon.
ସଂ. ବିଣ —
କାନ୍ତିଧାରକ; ଶୋଭାବିଶିଷ୍ଟ — Lustrous; charming.