କାନ୍ଥକୁରା
ଦେଖଣା
କାନ୍ଥକୁରା —
ଉଚ୍ଚାରଣ: Kānthakurā
কুলুঙ্গী; তাক; কুলঙ্গা
आला; ताक
ଦେ. ବି. (ସଂ. କନ୍ଥା+କନ୍ଦରା ବା କୁଡ଼ୁଙ୍ଗିକ=ପାତ୍ର— ବିଶେଷ) —
କାନ୍ଥରେ ତିୟାରି ହୋଇଥିବା ଗର୍ତ୍ତ — Wall-niche; a recess in the wall.