Jump to content

କାନ୍ଥଚଉକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଥଚଉକି
ଉଚ୍ଚାରଣ: Kānthachauki

ଦେ. ବି —

ପୂର୍ବେ ଅବଧାନ ମାନେ ଛାତ୍ରମାନଙ୍କୁ ଦେଉଥିବା ଏକପ୍ରକାର ଦଣ୍ଡ —A kind of punishment formerly given to offenders in a village school.

[ଦ୍ର—ଏ ଦଣ୍ଡଗ୍ରହୀତା ଚଉକିରେ ବସିବାର ଅଭିନୟ କରି କାନ୍ଥକୁ ପିଚା ବା ପିଠି ଲଗାଇ ଶୁନ୍ୟ ଉପରେ କେତେକ ସମୟ ଗୋଡ଼ ଭାଙ୍ଗି ବସି ରହେ]