Jump to content

କାନ୍ଥଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଥଡ଼ା
ଉଚ୍ଚାରଣ: Kānthaṟḍ̠ā
কাঁতড়া; কাঁথড়া टुटादिवार

ଦେ. ବି —

୧: ଭଙ୍ଗାକାନ୍ଥ — ୧. Dilapidated or ruined walls.

ମହନ୍ତ ମହାରାଜ ଗୋଟିଏ କାନ୍ଥଡ଼ା ଉପରେ ବସି ୚ଞ୍ଜେଇ ଟିପୁଥିଲେ ଫକୀରମୋହନ. ଗଳ୍ପସ୍ବଳ୍ପ

୨: ଭଙ୍ଗା ଘରର ଜୀର୍ଣ୍ଣ କାନ୍ଥ ଆଦି; ଭଗ୍ନ ଗୃହର ଜୀର୍ଣ୍ଣା- ବିଶେଷ —୨. The remains of a ruined house.

ଅନ୍ଧକୂପ ବୋଲି ଗୋଟାଏ ଘରଥିଲେ ତାହାର କାନ୍ଥଡ଼ା ତ ଥାନ୍ତା ନନ୍ଦେ. ଉତ୍କଳ ସାହିତ୍ୟ ୩୮:

ଦେ. ବିଣ —

ଯେଉଁ ଘରର କାନ୍ଥ ଭାଙ୍ଗି ଗଲାଣି — (house) With dilapidated walls.