କାନ୍ଥି
ଦେଖଣା
କାନ୍ଥି —
ଉଚ୍ଚାରଣ: Kānthi
ଦେ. ବି. (ସଂ. କନ୍ଥା) —
୧: ଛୋଟକାନ୍ଥ — ୧. A small wall.
୨: ଅଧାକାନ୍ଥ; ଅଳ୍ପ ଉଚ୍ଚ କାନ୍ଥ —୨. A short wall.
୩: ଦିଗ୍ଦଳୟର ସଂଲଗ୍ନ ଆକାଶ (ଯେଉଁଠାରେ ଆକାଶ ଦିଗ୍ଦଳୟକୁ ସ୍ପର୍ଶ କଲାପରି ଦେଖାଯାଏ —୩. The sky just over the horizon.
୪: ଅତଡ଼ା; ନଦୀ ବା ସମୁଦ୍ରର ତଟସ୍ଥ ଉଚ୍ଚ ଭିତ୍ତି — ୪. The precipitous bank of a sea or river.
ଭାସିଲା ଜନ ପ୍ରାପତ ହେଲେ ଯେହ୍ନେ କାନ୍ଥି ବିଷ୍ଣୂକେଶରୀପୁରାଣ
୫: ମେଦିନୀପୁରର ଗୋଟିଏ ସବ୍ଡ଼ିଭିଜନ୍ ଓ ନଗର — ୫. Contai, a subdivision and town in district Midnapur.
ପ୍ରାଦେ. (ସମ୍ବଲପୁର) ବି. —
କାନ୍ଥ —Wall.