Jump to content

କାନ୍ଦକାନ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦକାନ୍ଦ
ଉଚ୍ଚାରଣ: Kāndakānda
কাঁদকাঁদ काँदकाँद; रेनीधोनी

ଦେ. ବିଣ. —

କ୍ରନ୍ଦନୋଦ୍ୟତ — About to cry.

ଚୋପୀକା କାନ୍ଦକାନ୍ଦ ବାଣୀ, ଶୁଣି ସଦୟ ବେଣୁପାଣି ଭୁପତି. ପ୍ରେମପଞ୍ଚାମୃତ