କାନ୍ଦବିକ
ଦେଖଣା
କାନ୍ଦବିକ —
ଉଚ୍ଚାରଣ: Kāndabika
ସଂ. ବି—(କାନ୍ଦବ+ନିଷ୍ପନ୍ନାର୍ଥେ. ଇକ) —
୧: ମିଷ୍ଟାନ୍ନ ପ୍ରସ୍ତୁତକାରୀ ଗୁଡ଼ିଆ; ହାଲୋଇ — ୧. Confectioner; a baker.
୨: ରୁଟିବାଲା; ପିଷ୍ଟକାଦି ବିକ୍ରେତା —୨. Loafseller.