Jump to content

କାନ୍ଦବୋବାଳି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦବୋବାଳି କରିବା
ଉଚ୍ଚାରଣ: Kāndabobāḻi karibā
কান্নাকাটা করা रेनातड़पना, रेनागाना

ଦେ. କ୍ରି. —

ଉଚ୍ଚୈସ୍ବରରେ ଉପର୍ୟ୍ୟପରି କାନ୍ଦିବା; ବିଳାପ କରିବା — To weep bitterly and loudly; to bewail.