କାନ୍ଦାହାର
ଦେଖଣା
କାନ୍ଦାହାର —
ଉଚ୍ଚାରଣ: Kāndāhāra
ଦେ. ବି.—(ନାମ)—(ସଂ. ଗନ୍ଧାର; ଗାନ୍ଧାର) —
ଆଫଗାନି— ସ୍ଥାନର ଦକ୍ଷିଣାଂଶରେ ଥିବା ପ୍ରଦେଶ ଓ ନଗର — Name of a province and town in south Afghanistan.
[ଦ୍ର—ଭରତର ଉତ୍ତରପଶ୍ଚିମ ପ୍ରାନ୍ତରେ ଭରତ ସାମ୍ରାଜ୍ୟର କ୍ବେଟା ନଗରର ଉତ୍ତର ପଶ୍ଚିମରେ କାନ୍ଦାହାର ଅବସ୍ଥିତ]