କାନ୍ଦି
ଦେଖଣା
କାନ୍ଦି —
ଉଚ୍ଚାରଣ: Kāndi
কাঁদি
धौद
ଦେ. ବି. (ସଂ. ସ୍କନ୍ଧ) —
୧: ଅନ୍ଦେକଗୁଡ଼ିଏ ଫେଣା ଲାଗିଥିବା କଦଳୀର ବୃନ୍ତ — ୧. A stem containing many bunches of plantatins.
ଚାରିପାଶେ ପୋତା ହୋଇଛନ୍ତି ରମ୍ଭା ତରୁ ଫଳ କାନ୍ଦି ଘର ପାଇଣ ହୋଇ ଗରୁ କୃଷ୍ଣସିଂହ. ମହାଭାରତ. ଆଦି
[ଦ୍ର—ଗୋଟିଏ ଫେଣାରେ କେତେଗୁଡ଼ିଏ କଦଳୀ ଥାଏ; ସେହିପରି କେତେଗୁଡ଼ିଏ ଫେଣା ଗୋଟିଏ କାନ୍ଦିରେ ଲାଗିଥାଏ]
୨: ଅନେକଗୁଡ଼ିଏ ନଡ଼ିଆଫଳ ବା ତାଳ ଲାଗିଥିବା ବୃନ୍ତ — ୨. A stem containing many cocoanuts or palms.
୩: ଚାଷ ଆଦି ପାଇଁ ବଳଦ ଭଡ଼ା ଦେଲେ ଯେଉଁ ଧାନ ମୂଲ ମିଳେ —୩. Paddy got for letting bullocks for use on hire.