Jump to content

କାନ୍ଦିଗ୍ଭୁତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦିଗ୍ଭୁତ
ଉଚ୍ଚାରଣ: Kāndigbhūta
(କାଂଦିଗ୍ଭୁତା—ସ୍ତ୍ରୀ)

ସଂ. ବିଣ. ପୁଂ. (କାଂ ଦିଶଂ=କେଉଁ ଦିଗକୁ+ଭୁତ =ପ୍ରାପ୍ତ; କେଉଁ ଦିଗକୁ ୟିବି ବୋଲି ବ୍ୟାକୁଳ) —

ଭୟରେ କିଂକର୍ତ୍ତବ୍ୟବିମୂଢ; ଭୟରେ ୟାହାକୁ ବାଟ ଦିଶେ ନାହିଁ —Not able to ascertain where to fly through fear; bewildered; dumbfounded through fear.