Jump to content

କାନ୍ଦିଭସାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦିଭସାଇବା
ଉଚ୍ଚାରଣ: Kāndibhasāibā
কেঁদেভাসান

ଦେ. କ୍ରି —

ବହୁ ଲୋତକ ଧାରାପାତ କରିବା — To shed tears profusely.

ହାଡ଼ଗୋଡ଼ ବାନ୍ଧି ଭସାଇଲେ କାନ୍ଧି, ନ ପୂରିବ କେବେ କ୍ଷୁଧାର୍ତ୍ତ ଉଦର—ଭିକାରୀ. ଗୀତଲହରୀ