କାନ୍ଦି କୁନ୍ଥେଇ ହେବା
ଦେଖଣା
କାନ୍ଦି କୁନ୍ଥେଇ ହେବା —
ଉଚ୍ଚାରଣ: Kāndi kunthei hebā
কাঁদাককান
रोनातड़पना
ଦେ. କ୍ରି —
୧: କନ୍ଦାକଟା କରିବା — ୧. To cry.
୨: କାନ୍ଦିବାଦ୍ବାରା ନିଜର ଅନିଚ୍ଛା ପ୍ରକାଶ କରିବା — ୨. To whimper; to give vent to one's unwillingness by crying.
୩: (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଅସମ୍ମତ ବା ଅନିଚ୍ଛା ପ୍ରକାଶ କରିବା — ୩. To express one's unwillingness to do anything.
୪: କାନ୍ଦିବା ଓ କାକୁତିମିନତି କରିବା — ୪. To weep and beseech.