କାନ୍ଦୁଣୀ
ଦେଖଣା
କାନ୍ଦୁଣୀ —
ଉଚ୍ଚାରଣ: Kānduṇī
কাঁদুনী
ଦେ. ବିଣ. ସ୍ତ୍ରୀ —
କାନ୍ଦୁଣିଆଁର ସ୍ତ୍ରୀଲିଙ୍ଗ — Feminine of Kānduṇiāñ.
ଦେ. ବି. (ସଂ. କ୍ରନ୍ଦନ) —
କ୍ରନ୍ଦନ; କାନ୍ଦଣା — Weeping.
ଦ୍ରୌପଦୀଙ୍କ କାନ୍ଦୁଣୀ କୃଷ୍ଣଙ୍କ ହୃଦକୁ, ଘାଣ୍ଟି ଦେଉଅଛି କି କହିବି ତୁମ୍ଭଙ୍କୁ କୃଷ୍ଣସିଂହ. ମହାଭାରତ. ଶଲ୍ୟ