Jump to content

କାନ୍ଦୁଣୀମାନ୍ଦୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦୁଣୀମାନ୍ଦୁଣୀ
ଉଚ୍ଚାରଣ: Kānduṇīmānduṇī
কান্দুনেমান্দুনে

ଦେ. ବିଣ. —

୧: କାନ୍ଦ୍କାନ୍ଦ୍; କ୍ରନ୍ଦନୋବ୍ୟତ — About to cry.

୨: କାନ୍ଦିଲାପରି ହେବା —୨. Crying.

୩: କ୍ରନ୍ଦନ ସ୍ବରରେ ଅଭିଯୋଗ ପ୍ରକାଶକାରୀ — ୩. Plaintive.