Jump to content

କାନ୍ଦୁରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଦୁରୀ
ଉଚ୍ଚାରଣ: Kāndurī

ଦେ. ବି. —

ଅକଣ୍ଟା ଲାଜକୁଳି ଶାଗ — A kind of pot herb.

ଦେ. ବିଣ. ସ୍ତ୍ରୀ. —

କାନ୍ଦୁରାର ସ୍ତ୍ରୀଲିଙ୍ଗ — Feminine of Kāndurā.