Jump to content

କାନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧ
ଉଚ୍ଚାରଣ: Kāndha
কাঁধ काँध, काँधा

ଦେ. ବି.—(ସଂ. ସ୍କନ୍ଧ) —

ସ୍କନ୍ଧ — Shoulder.

ଶିର ଲାଗିବ ଯେଝା କାନ୍ଧ, ମନେ ନ ଥିବ ତାଙ୍କ ବଧ ଜଗନ୍ନାଥ. ଭାଗବତ

[ଦ୍ର—ମନୁଷ୍ୟର ବାହୁମୂଳ ଓ ବେକର ମଧ୍ୟବର୍ତ୍ତୀ ଉପର ଅଂଶ ଓ ପଶୁମାନଙ୍କ ଆଗୋଡ଼ର ମୂଳ ଓ ମୁଣ୍ଡ ମଧ୍ୟସ୍ଥ ଉପର ଅଂଶକୁ କାନ୍ଧ କହନ୍ତି]