Jump to content

କାନ୍ଧକୁ କାନ୍ଧ ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧକୁ କାନ୍ଧ ଦେବା
ଉଚ୍ଚାରଣ: Kāndhaku kāndha debā
কাঁধাদেওয়া, কাঁধাকাধিকরা कँधारेना

ଦେ. କ୍ରି. —

୧: (ସବାରିକାନ୍ଧିଆ ବେହେରାଙ୍କ ଭାଷା)—ସବାରିକାନ୍ଧିଆ ବେହେରାମାନେ ଏକତ୍ର କାନ୍ଧକୁ ଥିବାର ବାଉଁଶରେ ସମାନ ଭାବରେ ଲଗାଇବା — ୧. To put the shoulders together to the pole of a palanquin.

୨: (ଲକ୍ଷଣାର୍ଥ) ପରିଶ୍ରମପୂର୍ବକ ଏକଯୋଗ ହୋଇ କୌଣସି କର୍ମ କରିବା —୨. (figurative) To work earnestly in cooperation.