Jump to content

କାନ୍ଧବିଣ୍ଡି

ଉଇକିଅଭିଧାନ‌ରୁ
(କାନ୍ଧବିଣ୍ଡ଼ିରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାନ୍ଧବିଣ୍ଡ଼ି
ଉଚ୍ଚାରଣ: Kāndhabiṇḍi
কাঁধেরকড়া काँधाकाटेठ

ଦେ. ବି —

ସର୍ବଦା କାନ୍ଧରେ ଭାର କିମ୍ବା ସବାରିବାଉଁଶ ବହିବାଦ୍ବାରା ପଶୁ ବା ମନୁଷ୍ୟର କାନ୍ଧର ଯେଉଁ ମାଂସପେଶୀ ଓ ଚମଡ଼ା ଶକ୍ତ ହୋଇ ଶ୍ରମସହିଷ୍ଣୁ ହୋଇ ଥାଏ —Bunion or callus formed on the shoulder of a person or beast who habitually shoulders loads.