କାନ୍ଧରେ ୟିବା
ଦେଖଣା
କାନ୍ଧରେ ଯିବା —
ଉଚ୍ଚାରଣ: Kāndhare jibā
ଦେ. ବି. —
ମଲେ ଶବ ଭାଇକୁଟୁମ୍ବମାନଙ୍କ କାନ୍ଦରେ କୋକେଇରେ ଶ୍ମଶାନକୁ ନିଆ ହେବା; ମରିବା —To be carried on the shoulders of one's brothers after dying; to die.