କାନ୍ଧସନ୍ଧି
ଦେଖଣା
କାନ୍ଧସନ୍ଧି —
ଉଚ୍ଚାରଣ: Kāndhasandhi
ଦେ. ବି —
ଦୁଇ କାନ୍ଧର ମିଳନ ସ୍ଥାନ; ପିଠିର ଊର୍ଦ୍ଧ୍ଵଅଂଶ — The part of the back between the two shoulders.
ବତ୍ସଦନ୍ତ କାଣ୍ଡ଼ମାନଙ୍କୁ ବିରାଟ ବିନ୍ଧିଲେ ଗଲା ଦ୍ରୌଣି କାନ୍ଦସନ୍ଧି ଫୁଟି କୃଷ୍ଣସିଂହ. ମବାଭାରତ. କର୍ଣ୍ଣ