Jump to content

କାନ୍ଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାନ୍ଧି
ଉଚ୍ଚାରଣ: Kāndhi

ଦେ. ବି —

୧: (କଦଳୀ) କାନ୍ଦି (ଦେଖ) ୧. (Kadaḻī) Kāndi (See)

ତୋଟାରୁ ପାଚିଲା କଦଳୀ କାନ୍ଧିଏ ଆଇଲା ଫକୀରମୋହନ. ଗଳ୍ପସ୍ବଳ୍ପ

୨: ସବାରିକାନ୍ଧିଆ ବେହେରାମାନଙ୍କ ମଧ୍ୟରୁ ଯେଉଁମାନେ ଏକ ସଙ୍ଗରେ ବା ଏକା ବାଉଁଶକୁ କାନ୍ଧେଇଥାନ୍ତି — ୨. Co-bearers of a palki.